ବିଧାୟକଙ୍କ ପାଣ୍ଠି ଯୋଜନା ( MLA LAD)

ମାନ୍ୟବର ବିଧାୟକ ନିଜସ୍ଵ ଉନ୍ନୟନ ପାଣ୍ଠିରୁ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ମାନ୍ୟବର ବିଧାୟକଙ୍କ ସୁପାରିସ ଅନୁସାରେ ପ୍ରକଳ୍ପ ତାଲିକାର DPR ପ୍ରସ୍ତୁତ କରାଯାଇ ଜିଲ୍ଲା କଲେକ୍ଟରଙ୍କୁ ପ୍ରଦାନ କରାଯାଇ ଅର୍ଥ ମଞ୍ଜୁରୀ କରାଯାଇଥାଏ । ଅର୍ଥ ମଞ୍ଜୁରୀ ପରେ ଉଠା ଜଳ ସେଚନ ନିଗମ ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟ ଶେଷକରି ଚାଷିକମିଟିକୁ ଦାୟିତ୍ଵ ହସ୍ତାନ୍ତର କରନ୍ତି ।



ସାଂସଦଙ୍କ ପାଣ୍ଠି ଯୋଜନା (MP LAD)

ମାନ୍ୟବର ସାଂସଦ ନିଜସ୍ଵ ଉନ୍ନୟନ ପାଣ୍ଠିରୁ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ଯୋଜନା ରହିଛି । ମାନ୍ୟବର ସାଂସଦଙ୍କ ସୁପାରିସ ଅନୁସାରେ ପ୍ରକଳ୍ପ ତାଲିକାର DPR ପ୍ରସ୍ତୁତ କରାଯାଇ ଜିଲ୍ଲା କଲେକ୍ଟରଙ୍କୁ ପ୍ରଦାନ କରାଯାଇ ଅର୍ଥ ମଞ୍ଜୁରୀ କରାଯାଇଥାଏ । ଅର୍ଥ ମଞ୍ଜୁରୀ ପରେ ଉଠା ଜଳ ସେଚନ ନିଗମ ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟ ଶେଷକରି ଚାଷିକମିଟିକୁ ଦାୟିତ୍ଵ ହସ୍ତାନ୍ତର କରନ୍ତି ।